ଗୋଇ Goi
- ଦେ. ବି. — (ସଂ. ଗୋପନ; ଗୋପ୍ୟ; ଗୁପ୍ତ)— ମର୍ମକଥା; ଗୁପ୍ତକଥା — Secrets
- ଦେ. ବି. — ଗୃହଛିଦ୍ର; ପାରିବାରିକ ଛିଦ୍ର କଥା — Family-secrets
- ଦେ. ବି. — (ସଂ. ଗୋଧିକା) ଗୋଧିସାପ — Iguana
- ଦେ. ବି. — (ସଂ. ଗର୍ତ୍ତ) ଗର୍ତ୍ତ; ପହଣୀ — A den; a trench made in the ground
- ଦେ. ବି. — ସ୍ତ୍ରୀ. (ସଂ. ଗୋପୀ)—ଗଉଡ଼ୁଣୀ; ଗୋପାଙ୍ଗନା — A female of the cowherd caste