ଗେଷ୍ଣୁ Geshṇu

  • ସଂ. ବି (ଗୈ ଧାତୁ=ଗାଇବା+କର୍ତ୍ତୃ. ଇଷ୍ଣୁ) — ଗାୟକ — Singer
  • ସଂ. ବି (ଗୈ ଧାତୁ=ଗାଇବା+କର୍ତ୍ତୃ. ଇଷ୍ଣୁ) — ସାମବେଦ ଗାନକାରୀ — Singer of Sāmabeda hymns
  • ସଂ. ବି (ଗୈ ଧାତୁ=ଗାଇବା+କର୍ତ୍ତୃ. ଇଷ୍ଣୁ) — ନଟ — An actor