ଗେର୍ଦ Gerda
- ବୈଦେ. ବି. (ଫା. ଗିର୍ଦ୍ଦ=ବେଷ୍ଟନ) — ବେଷ୍ଟିତ ହତା — Compound
- ବୈଦେ. ବି. (ଫା. ଗିର୍ଦ୍ଦ=ବେଷ୍ଟନ) — ବେଷ୍ଟନ — Surrounding
- ବୈଦେ. ବି. (ଫା. ଗିର୍ଦ୍ଦ=ବେଷ୍ଟନ) — ପ୍ରଦେଶ — Province
- ବୈଦେ. ବି. (ଫା. ଗିର୍ଦ୍ଦ=ବେଷ୍ଟନ) — କୌଣସି ସ୍ଥାନର ଚତୁଃସୀମା — Boundaries on all sides of a place