ଗେରତ Gerata

  • ଗ୍ରା. ବି. ପୁଂ (ସଂ. ଗୃହସ୍ଥ) — ଗୃହସ୍ୱାମୀ — Master of the house
  • ଗ୍ରା. ବି. ପୁଂ (ସଂ. ଗୃହସ୍ଥ) — ପତି; ସ୍ୱାମୀ — Husband
  • ଗ୍ରା. ବି. ପୁଂ (ସଂ. ଗୃହସ୍ଥ) — ଘରକରଣା ଲୋକ; ଗୃହସ୍ଥ — A householder