ଗୃହ Gṛuha
- ସଂ. ବି. (ଗ୍ରହ ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ, ଯାହା ମନୁଷ୍ୟକୁ ଗ୍ରହଣ କରେ; କିମ୍ବା+କର୍ମ. ଅ, ଯାହାକୁ ମନୁଷ୍ୟ ବାସାର୍ଥ ଗ୍ରହଣ କରେ) — ବାସସ୍ଥାନ; ଘର — House; home; habitation
- ସଂ. ବି. (ଗ୍ରହ ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ, ଯାହା ମନୁଷ୍ୟକୁ ଗ୍ରହଣ କରେ; କିମ୍ବା+କର୍ମ. ଅ, ଯାହାକୁ ମନୁଷ୍ୟ ବାସାର୍ଥ ଗ୍ରହଣ କରେ) — ଗୃହସ୍ଥାଶ୍ରମ — The state of being a house holder
- ସଂ. ବି. (ଗ୍ରହ ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ, ଯାହା ମନୁଷ୍ୟକୁ ଗ୍ରହଣ କରେ; କିମ୍ବା+କର୍ମ. ଅ, ଯାହାକୁ ମନୁଷ୍ୟ ବାସାର୍ଥ ଗ୍ରହଣ କରେ) — ଭାର୍ଯ୍ୟା; ଗୃହିଣୀ — Wife; mistress of the house
- ସଂ. ବି. (ଗ୍ରହ ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ, ଯାହା ମନୁଷ୍ୟକୁ ଗ୍ରହଣ କରେ; କିମ୍ବା+କର୍ମ. ଅ, ଯାହାକୁ ମନୁଷ୍ୟ ବାସାର୍ଥ ଗ୍ରହଣ କରେ) — (ନ ଗୃହଂ ଗୃହ ମିତ୍ୟାହୁ ର୍ଗୃହିଣୀ ଗୃହ ମୃଚ୍ୟତେ—ପଞ୍ଚତନ୍ତ୍ର ବଚନ)
- ସଂ. ବି. (ଗ୍ରହ ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ, ଯାହା ମନୁଷ୍ୟକୁ ଗ୍ରହଣ କରେ; କିମ୍ବା+କର୍ମ. ଅ, ଯାହାକୁ ମନୁଷ୍ୟ ବାସାର୍ଥ ଗ୍ରହଣ କରେ) — (ଜ୍ୟୋତିଷ) ମେଷାଦି କୌଣସି ରାଶି — (Astronomy) One of the 12 signs of the Zodiac
- ସଂ. ବି. (ଗ୍ରହ ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ, ଯାହା ମନୁଷ୍ୟକୁ ଗ୍ରହଣ କରେ; କିମ୍ବା+କର୍ମ. ଅ, ଯାହାକୁ ମନୁଷ୍ୟ ବାସାର୍ଥ ଗ୍ରହଣ କରେ) — ନାମ; ସଂଜ୍ଞା — Name; appellation