ଗୃହ୍ୟ Gṛuhya

  • ସଂ. ବିଣ. (ଗ୍ରହ ଧାତୁ+କର୍ମ. ଯ) — ଆକର୍ଷିତ ହେବାର ଯୋଗ୍ୟ — Fit to be attracted
  • ସଂ. ବିଣ. (ଗ୍ରହ ଧାତୁ+କର୍ମ. ଯ) — ଗ୍ରହଣଯୋଗ୍ୟ — Acceptable
  • ସଂ. ବିଣ. (ଗ୍ରହ ଧାତୁ+କର୍ମ. ଯ) — ପରାଧୀନ; ଅନ୍ୟର ଆଶ୍ରିତ — Dependent
  • ସଂ. ବିଣ. (ଗ୍ରହ ଧାତୁ+କର୍ମ. ଯ) — ଆୟତ୍ତ; ଅଧୀନ — Subordinate; subservient
  • ସଂ. ବିଣ. (ଗ୍ରହ ଧାତୁ+କର୍ମ. ଯ) — (ସମାସରେ ଅନ୍ଯ ଶବ୍ଦ ସଙ୍ଗେ ପ୍ରଯୁକ୍ତ, ଯଥା— ଗ୍ରାମଗୃହ୍ୟା ସେନା)—ବାହାରରେ ଅବସ୍ଥିତ — Situated outside of
  • ସଂ. ବି. — ଗୃହରେ ବାସ କରୁଥିବା ବ୍ଯକ୍ତି — Inmate of a house
  • ସଂ. ବି. — ଗୃହପାଳିତ ଜୀବ — Domesticated animal
  • ସଂ. ବି. — ଗୃହ୍ୟାଗ୍ନି (ଦେଖ) — Gṛuhyāgni (See)
  • ସଂ. ବି. — ଗୁହ୍ୟଦ୍ୱାର — The anus
  • ସଂ. ବି. — ଗୃହ୍ୟସୂତ୍ର (ଦେଖ) — Gṛuhyasūtra (See)