ଗୃଧ୍ର Gṛudhra

  • ସଂ. ବି. ପୁଂ (ଗୃଧ୍ ଧାତୁ+କର୍ତ୍ତୃ. ର; ଏ ଗଳିତ ମାଂସରେ ଅତି ଲୋଭ କରୁ ଥିବାରୁ) — ଶକୁନ ପକ୍ଷୀ; ଶାଗୁଣା — Vulture
  • ସଂ. ବିଣ. ପୁଂ. — ଲୋଭାସକ୍ତ — Covetous
  • ସଂ. ବିଣ. ପୁଂ. — ଉଦରମ୍ଭରୀ; ପେଟୁ — Greedy