ଗୂଥ Gūtha

  • ସଂ. ବି. (ଗୂ ଧାତୁ= ମଳତ୍ୟାଗ କରିବା+କର୍ମ. ଥ) — ଗୁହ; ବିଷ୍ଠା — Ordure; excrement
  • ସଂ. ବି. (ଗୂ ଧାତୁ= ମଳତ୍ୟାଗ କରିବା+କର୍ମ. ଥ) — ମଇଳା — Dirt
  • ସଂ. ବି. (ଗୂ ଧାତୁ= ମଳତ୍ୟାଗ କରିବା+କର୍ମ. ଥ) — କାନଗୃହ — Ear-wax