ଗୁଳି Guḻi

  • ଦେ. ବି (ସଂ. ଗୋଳକ) — ଗୁଟିକା; ବଟିକା — Pills
  • ଦେ. ବି (ସଂ. ଗୋଳକ) — ବାଟୁଳି — Round earthen clods
  • ଦେ. ବି (ସଂ. ଗୋଳକ) — ବନ୍ଧୁକର ଗୋଳା — Ball for guns; bullet
  • ଦେ. ବି (ସଂ. ଗୋଳକ) — ଗଣ୍ଡି ଗର୍ଭେ ଗୁଳି ଗଲାପରି ଗଳି—କବିସୂର୍ଯ୍ୟ, କିଶୋରୀଚମ୍ପୂ, ଗ ଗୀତ
  • ଦେ. ବି (ସଂ. ଗୋଳକ) — ଶକଟାଦିର ଚକ — Wheel of a cart
  • ଦେ. ବି (ସଂ. ଗୋଳକ) — ଢେଙ୍କୀ ନାକକୁ ତା ଶଗଡ଼ ଗୁଳି ଆଖି—କୃଷ୍ଣସିଂହ, ମହାଭାରତ, ବନ।
  • ଦେ. ବି (ସଂ. ଗୋଳକ) — ବନ୍ଧୁକର ଗୁଳି ଯେତେଦୁର ବାଟ ଯାଏ ସେହି ପରିମାଣର ଦୂରତ୍ୱ — A distance covered by the range of a gun
  • ଦେ. ବି (ସଂ. ଗୋଳକ) — ଗୁଳି ( 4 ) (ଦେଖ) — ଗୁଳି (4) (ଦେଖ)— . Guḻa (4) (See)