ଗୁଲାପ Gulāpa

  • ପ୍ରାଦେ. (ସିଂହଭୂମ) ବି. — ସ୍ତ୍ରୀଲୋକଙ୍କର ନାକର ଅଳଙ୍କାର ଏକ ପ୍ରକାର ଦଣ୍ଡୀ; ବାଉଲୀ ଦଣ୍ଡୀ — A kind of nose-ring worn by females
  • ବୈଦେ. ବି. — (ଫା. ଗୁଲ୍—ଏ—ଆବ୍=ଗୋଲାପ ପାଣି)— 1 । ଗୋଲାପ ପାଣି — (ଫା. ଗୁଲ୍—ଏ—ଆବ୍=ଗୋଲାପ ପାଣି)— ଗୋଲାପ ପାଣି— . Rose-water
  • ବୈଦେ. ବି. — (ଫା.) 2 । ଗୋଲାପ ଫୁଲ — (ଫା.) ଗୋଲାପ ଫୁଲ— . Rose flower