ଗୁଲସୁ Gulasu
- ଦେ. ବି. (ବଣିଆ ଶବ୍ଦ) — ଦକ୍ଷିଣୀ ସୁନା ଖଡ଼ୁ — Gold bracelet for the wrist or ankle used in Madras
- ଦେ. ବି. (ବଣିଆ ଶବ୍ଦ) — ସ୍ତ୍ରୀଲୋକମାନଙ୍କର ପିନ୍ଧିବା ସୁନା ବା ରୁପା ତାରର ଏକ ପ୍ରକାର ଜଞ୍ଜିର — 4. A chain-like ornament made of gold or silver worn by females