ଗୁମ୍ Gum
- ବୈଦେ. ବି. (ଫା. ଗୁମ୍=ଗୁପ୍ତ; ଅପ୍ରସିଦ୍ଧ; ହଜିଥିବା; ତୁଳ. ସଂ. ଗୁପ୍ତ ଧାତୁ=ଲୁଚାଇବା) — ନିସ୍ତବ୍ଧତା — Calmness; absence of sound; stillness
- ବୈଦେ. ବି. (ଫା. ଗୁମ୍=ଗୁପ୍ତ; ଅପ୍ରସିଦ୍ଧ; ହଜିଥିବା; ତୁଳ. ସଂ. ଗୁପ୍ତ ଧାତୁ=ଲୁଚାଇବା) — ତୂଷ୍ଣୀଭାବ — Silence
- ବୈଦେ. ବି. (ଫା. ଗୁମ୍=ଗୁପ୍ତ; ଅପ୍ରସିଦ୍ଧ; ହଜିଥିବା; ତୁଳ. ସଂ. ଗୁପ୍ତ ଧାତୁ=ଲୁଚାଇବା) — ହଜିବା ଅବସ୍ଥା — State of missing
- ବୈଦେ. ବି. (ଫା. ଗୁମ୍=ଗୁପ୍ତ; ଅପ୍ରସିଦ୍ଧ; ହଜିଥିବା; ତୁଳ. ସଂ. ଗୁପ୍ତ ଧାତୁ=ଲୁଚାଇବା) — (ଧ୍ୱନ୍ୟନୁକରଣ) ତୋପର ଧ୍ୱନି — Booming of cannon
- ଦେ. ବିଣ — ନିସ୍ତବ୍ଧ; ତୂଷ୍ଣୀଭୂତ — Calm and quiet; silent; dumb
- ଦେ. ବିଣ — ହଜିଥିବା — Lost; missing
- ଦେ. ବିଣ — ଗୁପ୍ତ — Secret; hidden
- ପ୍ରାଦେ. (ସମ୍ବଲପୁର) ଅ — ଅତି; ଅତ୍ୟନ୍ତ — Very; much
- ପ୍ରାଦେ. (ସମ୍ବଲପୁର) ଅ — [ଯଥା—ମହାନଦୀରେ ଗୁମ୍ଦରହ୍ (ଅତି ଗଭୀର ସ୍ଥାନ) ଅଛେ।]