ଗୁମଟ Gumaṭa
- ଦେ. ବି. — ଗୁମୁଟ (ଦେଖ) — Gumuṭa (See)
- ଦେ. ବି. — (ସଂ. ଗ୍ରୀଷ୍ମ) ଉତ୍ତାପ; ଗ୍ରୀଷ୍ମ — Heat
- ଦେ. ବି. — ଗୁଳୁଗୁଳି; ନିର୍ବାତ ଗ୍ରୀଷ୍ମ — Sultriness
- ଦେ. ବି. — ଆକାଶ ମେଘାଚ୍ଛନ୍ନ ଥାଇ ପବନ ନ ହେଲେ ଯେଉଁ ଗରମ ବୋଧ ହୁଏ — Sultriness or closeness felt when the weather is overclouded and there is no current of air