ଗୁବା Gubā
- ଦେ. ବି. (ସଂ. ଗୁବାକ) — ଦେହରେ ହୋଇଥିବା ଗୁଆ ପରି ଫୁଲା ବା ଆବୁ — Fleshy protuberance coming out on the body of an animal
- ଦେ. ବି. (ସଂ. ଗୁବାକ) — ଗୋବା (ଦେଖ) — Gobā (See)
- ଦେ. ବି. (ସଂ. ଗୁବାକ) — ଗୁବା ଉଚ୍ଚାବଚ ଢାଲ ଦୋଳଇ ଚରମେ। ରାଧାନାଥ, ମହାଯାତ୍ରା।
- ଦେ. ବି. (ସଂ. ଗୁବାକ) — ବଣିଆଙ୍କର ବର୍ତ୍ତୁଳାଗ୍ର ଛେଣି — An instrument made of iron or bell-metal used by the goldsmiths
- ଦେ. ବି. (ସଂ. ଗୁବାକ) — [ଦ୍ର—ଏହା ସାହାଯ୍ୟରେ କାଁସୁଲାରେ ବାଡ଼େଇ ଜିନିଷକୁ ଗୋଲାକାର କରାଯାଏ।]