ଗୁବାକ Gubāka

  • ସଂ. ବି. (ଗୁ ଧାତୁ=ତ୍ୟାଗ କରିବା+କରଣେ. ଆକ) — ଗୁଆ — Betel-nut; areca nut
  • ସଂ. ବି. (ଗୁ ଧାତୁ=ତ୍ୟାଗ କରିବା+କରଣେ. ଆକ) — ଗୁଆ ଗଛ — The areca nut tree