ଗୁପତେ Gupate

  • ଗ୍ରା. (ପଦ୍ଯ) କ୍ରି. ବିଣ. (ସଂ. ଗୁପ୍ତେ) — ଗୋପନରେ; ଗୁପ୍ତଭାବରେ — In secret; privately
  • ଗ୍ରା. (ପଦ୍ଯ) କ୍ରି. ବିଣ. (ସଂ. ଗୁପ୍ତେ) — ଗୁପତେ ସିନା ମୁଁ ତତେ ପଚାରିଲି। କବିସୂର୍ଯ୍ୟ, କିଶୋରୀଚମ୍ପୂ, ଗ. ଗୀତ।