ଗୁଦି Gudi

  • ଦେ. ବି. (ଜାହାଜିଆ ଭାଷା) — ଜାହାଜ ରଖିବାର ସ୍ଥାନ — (nautical) Dock
  • ଦେ. ବି. (ଜାହାଜିଆ ଭାଷା) — ଜାହାଜ ଦରିଆକୁ ନ କାଢ଼ି ଗୁଦିରେ ବାନ୍ଧି ରଖିବୁଁ? ଫକୀରମୋହନ, ଗଳ୍ପସ୍ୱଳ୍ପ।