ଗୁତ୍ସ Gutsa
- ସଂ. ବି. (ଗୁଧ୍ ଧାତୁ=କ୍ରୀଡ଼ା କରିବା, ବେଷ୍ଟନ କରିବା+ ସଂଜ୍ଞାର୍ଥ. ସ; ଭ୍ରମରଗଣ ଯେଉଁ ଠାରେ କ୍ରୀଡ଼ା କରନ୍ତି) — ପୁଷ୍ପଗୁଚ୍ଛ; ଥୋପା; ସ୍ତବକ — Cluster of buds or flowers
- ସଂ. ବି. (ଗୁଧ୍ ଧାତୁ=କ୍ରୀଡ଼ା କରିବା, ବେଷ୍ଟନ କରିବା+ ସଂଜ୍ଞାର୍ଥ. ସ; ଭ୍ରମରଗଣ ଯେଉଁ ଠାରେ କ୍ରୀଡ଼ା କରନ୍ତି) — ଫୁଲତୋଡ଼ା — A nosegay
- ସଂ. ବି. (ଗୁଧ୍ ଧାତୁ=କ୍ରୀଡ଼ା କରିବା, ବେଷ୍ଟନ କରିବା+ ସଂଜ୍ଞାର୍ଥ. ସ; ଭ୍ରମରଗଣ ଯେଉଁ ଠାରେ କ୍ରୀଡ଼ା କରନ୍ତି) — ଗଛର ଗଣ୍ଡି — Trunk of a tree
- ସଂ. ବି. (ଗୁଧ୍ ଧାତୁ=କ୍ରୀଡ଼ା କରିବା, ବେଷ୍ଟନ କରିବା+ ସଂଜ୍ଞାର୍ଥ. ସ; ଭ୍ରମରଗଣ ଯେଉଁ ଠାରେ କ୍ରୀଡ଼ା କରନ୍ତି) — ତୃଣଗୁଚ୍ଛ — A sheaf of grass or corn
- ସଂ. ବି. (ଗୁଧ୍ ଧାତୁ=କ୍ରୀଡ଼ା କରିବା, ବେଷ୍ଟନ କରିବା+ ସଂଜ୍ଞାର୍ଥ. ସ; ଭ୍ରମରଗଣ ଯେଉଁ ଠାରେ କ୍ରୀଡ଼ା କରନ୍ତି) — ଗ୍ରନ୍ଥର ଅଧ୍ୟାୟ ବା ପରିଚ୍ଛେଦ — Chapter of a book
- ସଂ. ବି. (ଗୁଧ୍ ଧାତୁ=କ୍ରୀଡ଼ା କରିବା, ବେଷ୍ଟନ କରିବା+ ସଂଜ୍ଞାର୍ଥ. ସ; ଭ୍ରମରଗଣ ଯେଉଁ ଠାରେ କ୍ରୀଡ଼ା କରନ୍ତି) — ଛତ୍ରିଶ ସରିଆ ହାର — A 3 stringed necklace