ଗୁଣ୍ଡ Guṇḍa
- ସଂ. ବି. (ଗୁଣ୍ଡ ଧାତୁ+କର୍ମ. ଅ) — ଧୂଳି — Dust
- ସଂ. ବି. (ଗୁଣ୍ଡ ଧାତୁ+କର୍ମ. ଅ) — ଚୂର୍ଣ୍ଣ; ଚୂନା — Powder
- ସଂ. ବି. (ଗୁଣ୍ଡ ଧାତୁ+କର୍ମ. ଅ) — ଚୂନା କରିବା; ଚୂରିବା — Pounding
- ସଂ. ବି. (ଗୁଣ୍ଡ ଧାତୁ+କର୍ମ. ଅ) — ଶସ୍ୟର ମଇଳା ଚୂର୍ଣ୍ଣ; ଚୂର୍ଣ୍ଣିତ ଶସ୍ୟ — Dirty flour or meal
- ସଂ. ବି. (ଗୁଣ୍ଡ ଧାତୁ+କର୍ମ. ଅ) — ମଇଳା — Dirt
- ସଂ. ବି. (ଗୁଣ୍ଡ ଧାତୁ+କର୍ମ. ଅ) — ସୁଗନ୍ଧ ତୃଣବିଶେଷ; କେଶୁର — A kind of fragrant grass; the Kesur grass
- ସଂ. ବି. (ଗୁଣ୍ଡ ଧାତୁ+କର୍ମ. ଅ) — କଳଧ୍ୱନି — Murmuring sound
- ସଂ. ବି. (ଗୁଣ୍ଡ ଧାତୁ+କର୍ମ. ଅ) — ତୈଳପାତ୍ର — Oil-vessel
- ଦେ. ବି — ଗୁଳି; ଗୋଳା — Bullet; shell
- ଦେ. ବି — ଗୁଣ୍ଡ ବାଜିବା ସ୍ଥାନକୁ ହେଜି ଭଣ୍ଡି କାଙ୍ଗୁଲା ଅଛନ୍ତି ସାଜି। ବ୍ରଜନାଥ, ସମରତରଙ୍ଗ।
- ଦେ. ବି — ଗୁଣ୍ଡି (ଦେଖ) — Guṇḍi (See)
- ଦେ. ବି — କୌଣସି ପଦାର୍ଥ (ଯଥା. ଛଣ, ଶସ୍ୟ) ର କ୍ଷୁଦ୍ର କ୍ଷୁଦ୍ର ଅଂଶ — Particles of things