ଗୁଣସାଗର Guṇasāgara
- ସଂ. ବି. ( 6 ଷ୍ଠୀ ତତ୍; ଗୁଣ+ସାଗର) — ସକଳ ସୁଗୁଣର ଆଧାର — Receptacle of good qualities
- ସଂ. ବି. ( 6 ଷ୍ଠୀ ତତ୍; ଗୁଣ+ସାଗର) — ବ୍ରହ୍ମା — A name of Brahmā
- ସଂ. ବି. ( 6 ଷ୍ଠୀ ତତ୍; ଗୁଣ+ସାଗର) — ବୁଦ୍ଧିବିଶେଷ (ପ୍ରକୃତିବାଦ) — A kind intelligence
- ସଂ. ବି. ( 6 ଷ୍ଠୀ ତତ୍; ଗୁଣ+ସାଗର) — ହିଣ୍ଡୋଳ ରାଗର ପୁତ୍ର ରାଗବିଶେଷ (ହି. ଶବ୍ଦସାଗର) — Name of a secondary musical air
- ଦେ. ବି — ଶ୍ରୀକୃଷ୍ଣଙ୍କର ଦୁର୍ଲଭ ଗୁଣାବଳୀର ବର୍ଣ୍ଣନାପୂର୍ଣ୍ଣ ଦୀନକୃଷ୍ଣ ଦାସଙ୍କ ରଚିତ ଓଡ଼ିଆ ପଦ୍ଯ ଗ୍ରନ୍ଥବିଶେଷ — Title of an Oriya poem by Dīnakṛushṇa Dāsa