ଗୁଆଲା Guālā

  • ପ୍ରାଦେ. (ବାଲେଶ୍ୱର ଓ ମେଦିନୀପୁର) ବି. (ସଂ. ଗୋପାଳ ତୁଳ. ବଂ. ଗୋୟାଲା) — ଗଉଡ଼ — Milkman
  • ପ୍ରାଦେ. (ବାଲେଶ୍ୱର ଓ ମେଦିନୀପୁର) ବି. (ସଂ. ଗୋପାଳ ତୁଳ. ବଂ. ଗୋୟାଲା) — ଦାମୁଡ଼ି ଗୁଡ଼ାକ ଗୁଆଲାଙ୍କୁ ଦୁଇ ଚାରି ଟଙ୍କାରେ ବିକି ଦିଏ। ଫକୀରମୋହନ—ଗଳ୍ପସ୍ୱଳ୍ପ।