ଗିଲା Gilā

  • ବୈଦେ. ବି (ଫା. ଗିଲା=ନିନ୍ଦା; ତୁଳ. ସଂ. ଗ୍ଳାନି କିମ୍ବା ସଂ. ଗିଳ ଧାତୁ) — ତ୍ରୁଟି — Defect; flaw
  • ବୈଦେ. ବି (ଫା. ଗିଲା=ନିନ୍ଦା; ତୁଳ. ସଂ. ଗ୍ଳାନି କିମ୍ବା ସଂ. ଗିଳ ଧାତୁ) — ଆଳସ୍ୟ — Laziness; sloth; idleness
  • ବୈଦେ. ବି (ଫା. ଗିଲା=ନିନ୍ଦା; ତୁଳ. ସଂ. ଗ୍ଳାନି କିମ୍ବା ସଂ. ଗିଳ ଧାତୁ) — ସନ୍ଦେହ — Doubt; indecision
  • ବୈଦେ. ବି (ଫା. ଗିଲା=ନିନ୍ଦା; ତୁଳ. ସଂ. ଗ୍ଳାନି କିମ୍ବା ସଂ. ଗିଳ ଧାତୁ) — ଅସନ୍ତୋଷ; କଳ୍ପଣା — Discontent
  • ବୈଦେ. ବି (ଫା. ଗିଲା=ନିନ୍ଦା; ତୁଳ. ସଂ. ଗ୍ଳାନି କିମ୍ବା ସଂ. ଗିଳ ଧାତୁ) — ନିନ୍ଦା — Blame
  • ପ୍ରାଦେ. (ସମ୍ବଲପୁର) ବି — କାଦୁଅ — Clay
  • ପ୍ରାଦେ. (ସମ୍ବଲପୁର) ବି — ସମ୍ପୁର୍ଣ୍ଣରୂପେ ଶୁଖି ନ ଥିବା ଅବସ୍ଥା — Slightly moist condition
  • ଦେ. ବିଣ — ଅସୁସ୍ଥ — Feeling; unwell; ailing; indisposed
  • ଦେ. ବିଣ — ଦୁଃଖିତ — Grieved; sorry
  • ଦେ. ବିଣ — ଅଚଞ୍ଚଳ (ଦେହ) — Feeling lazy or indisposed to work
  • ଦେ. ବିଣ — ସନ୍ଦିହାନ — Doubting
  • ଦେ. ବିଣ — ଈଷତ୍ ଓଦା — Slightly wet; damp