ଗିରିକ Girika

  • ସଂ. ବିଣ (ଗିରି+ ଉତ୍ପାଦନାର୍ଥ. କ) — ପର୍ବତରୁ ଉତ୍ପନ୍ନ — Born of or produced from the mountauns
  • ସଂ. ବି. — ଶିବ; ମହାଦେବ — God Ṡiba