ଗା Gā

  • ପ୍ରାଦେ. (ସମ୍ବଲପୁର) ଅ. — (ଭାଇ, ସମାନସ୍କନ୍ଧ ଓ ବନ୍ଧୁକୁ ସମ୍ବୋଧନ) ହେ; ଗୋ — Interjection used in addressing a brother or friend
  • ପ୍ରାଦେ. (ସମ୍ବଲପୁର) ଅ. — [ଦ୍ର—ଗାଙ୍ଗପୁର ଅଞ୍ଚଳରେ ଏ ସ୍ଥଳରେ 'ହୋ' ବ୍ଯବହୃତ ହୁଏ।]
  • ପ୍ରାଦେ. (ସିଂହଭୂମ) ଅ — (ଅନାଦରାର୍ଥକ ବହୁବଚନର ପ୍ରତ୍ୟୟ) ଗୁଡ଼ାକ — The sign of plural number