ଗାଡ଼ିଆ Gāṟḍ̠iā

  • ଗ୍ରା (ଶୂଦ୍ରଭାଷା) ବି — (ସଂ. ଗର୍ତ୍ତ) କ୍ଷୁଦ୍ର ଜଳାଶୟ — Small tank
  • ଗ୍ରା (ଶୂଦ୍ରଭାଷା) ବି — ଗାଡ଼ିଆରେ ହଜାଇ ପୋଖରୀରେ ଖୋଜିବା ନ୍ଯାୟ—ଢଗ।
  • ଗ୍ରା (ଶୂଦ୍ରଭାଷା) ବି — [ଦ୍ର—ବ୍ରାହ୍ମଣମାନେ ଏହାକୁ ଗଡ଼ିଆ କହନ୍ତି।]