ଗାଡ଼ଭାଲୁ Gāṟḍ̠abhālu

  • ଦେ. ବି. — ଭୂମିରେ ଗର୍ତ୍ତ କରି ରହିବା ଏକ ଜାତୀୟ ଛୋଟ ଭାଲୁ — A species of small-sized bear burrowing in the ground
  • ଦେ. ବି. — [ଦ୍ର—ଏମାନେ ଏକ ଫୁଟ ଉଚ୍ଚ ଓ ଆକାରରେ ଲମ୍ବ, ବର୍ଣ୍ଣ କଳା, ଲମ୍ବ ଲାଙ୍ଗୁଡ଼ ବିଶିଷ୍ଟ, ମୁହଁ କୁକୁର ମୁହଁ ପରି। ରାତିରେ ଗ୍ରାମର ବାଡ଼ିଆଡ଼ ଖତ ଗାତ ଓ ହୁଙ୍କା ଖୋଳି ପୋକ ଜୋକ ଖାଆନ୍ତି।]
  • ଦେ. ବି. — (ଅଶ୍ଳୀଳ) ସ୍ତ୍ରୀ ପୁରୁଷଙ୍କ ଜନନେନ୍ଦ୍ରିୟ — (slang) Male or female organ