ଗାଲନ୍ Gālan
- ବୈଦେ. ବି. (ଇଂ. ଗାଲ୍ଲନ୍) — ଇୟୁରୋପ ପ୍ରଚଳିତ ତରଳ ପଦାର୍ଥର ପରିମାଣବିଶେଷ — Gallon (English measure)
- ବୈଦେ. ବି. (ଇଂ. ଗାଲ୍ଲନ୍) — [ଦ୍ର—ଏହା ପ୍ରାୟ ବାଲେଶ୍ୱରୀ ଅଢ଼େଇସେର ପରିମାଣ। ଆଠ ପାଇଣ୍ଟ= 1 ଗାଲନ୍।] — [ଦ୍ର—ଏହା ପ୍ରାୟ ବାଲେଶ୍ୱରୀ ଅଢ଼େଇସେର ପରିମାଣ ଆଠ ପାଇଣ୍ଟ=1ଗାଲନ୍]