ଗାର Gāra
- ବୈଦେ. ବି. (ଆ) — ରେଖା, ଗିରା — A line; stripe
- ବୈଦେ. ବି. (ଆ) — ଲେଖା ବା ଗଣନା — Mention; counting
- ବୈଦେ. ବି. (ଆ) — ଓଜନ କରିବା ପରିମାଣବିଶେଷ — A particular standard of weight
- ବୈଦେ. ବି. (ଆ) — ଦାଗ; ଚିହ୍ନ — Mark
- ବୈଦେ. ବି. (ଆ) — ଥିଲା ଯେ ସ୍ତନେ ନଖ ଚନ୍ଦ୍ରମାଗାର। ଭଞ୍ଜ, ପ୍ରେମସୁଧାନିଧି।
- ବୈଦେ. ବି. (ଆ) — ତାଲିକା — List
- ବୈଦେ. ବି. (ଆ) — କୃଷ୍ଣ ଅର୍ଜନରେ ଅପ୍ରାଧ କରିବାରେ ଲେଖା ହେଲୁନି ତୁହି ରାକ୍ଷସଙ୍କ ଗାରେ। କୃଷ୍ଣସିଂହ, ମହାଭାରତ, ଭୀଷ୍ମ।
- ପ୍ରାଦେ (ଯାଜପୁର) ବି — ବାଲେଶ୍ୱରୀ ଦୁଇ ସେର ଓଜନ ପରିମାଣ — A standard of weight of 2 seers
- ପ୍ରାଦେ. (କଟକ) ବି — ଏକବିଶା ବା କଟକୀ 1 1/4 ସେର — ଏକବିଶା ବା କଟକୀ1 1/4ସେର— A standard of weight