ଗାର୍ଗୀ Gārgī

  • ସଂ. ବି. ସ୍ତ୍ରୀ. (ଗର୍ଗ+ଅପତ୍ୟାର୍ଥେ. ସ୍ତ୍ରୀ. ଈ) — ଗର୍ଗଗୋତ୍ରସଂଭୂତା ପ୍ରସିଦ୍ଧା ବ୍ରହ୍ମବାଦିନୀ ସ୍ତ୍ରୀ — Name of a very learned woman born in the clan of Sage Garga
  • ସଂ. ବି. ସ୍ତ୍ରୀ. (ଗର୍ଗ+ଅପତ୍ୟାର୍ଥେ. ସ୍ତ୍ରୀ. ଈ) — [ଦ୍ର—ଏହାଙ୍କ ବିଷୟ ବୃହଦାରଣ୍ୟକ ଉପନିଷଦରେ ବର୍ଣ୍ଣିତ ହୋଇଅଛି—ହି. ଶବ୍ଦସାଗର।]
  • ସଂ. ବି. ସ୍ତ୍ରୀ. (ଗର୍ଗ+ଅପତ୍ୟାର୍ଥେ. ସ୍ତ୍ରୀ. ଈ) — ଯାଜ୍ଞବଲ୍କ୍ୟ ଋଷିଙ୍କ ସ୍ତ୍ରୀ — Name of the wife of saga j̄ān̄nabaḻkya
  • ସଂ. ବି. ସ୍ତ୍ରୀ. (ଗର୍ଗ+ଅପତ୍ୟାର୍ଥେ. ସ୍ତ୍ରୀ. ଈ) — ଦୁର୍ଗା (ହି. ଶବ୍ଦସାଗର) — Goddes Durgā