ଗାରା Gārā
- ପ୍ରାଦେ. (ସମ୍ବଲପୁର) ବି — ବାଘ ଆଦିଙ୍କୁ ପ୍ରଲୋଭିତ କରି ମଞ୍ଚା ନିକଟକୁ ଆଣିବାଲାଗି ବନ୍ଧା ଯାଇଥିବା ଛେଳି ଆଦି ପଶୁ — A kill; an animal tied to the stake to entice a tiger to come to the ambush
- ବୈଦେ. ବି. (ଫା) — କାଦୁଅ — Clay
- ବୈଦେ. ବି. (ଫା) — (ଯଥା—ଗାରାଗାନ୍ଥିନି।)