ଗାରଦି Gāradi

  • ବୈଦେ. ବି (ଇଂ. ଗାର୍ଡ଼୍) — ସିପାହୀ — Armed sentry
  • ବୈଦେ. ବି (ଇଂ. ଗାର୍ଡ଼୍) — ତେଲଙ୍ଗା ଗାରଦି ଅନେକ ରଖିଲେ ବାଛି ଦିବ୍ୟ ଅସୁଆର— ବ୍ରଜନାଥ, ସମରତରଙ୍ଗ।