ଗାଭୀ Gābhī

  • ଦେ. ବି. (ସଂ. ଗବୀ; ଗାବୀ) — ଧେନୁ; ଗାଈ — Cow
  • ଦେ. ବି. (ସଂ. ଗବୀ; ଗାବୀ) — (ଜାହାଜିଆ ଭାଷା) ଜାହାଜର ମାସ୍ତୁଲରେ ବନ୍ଧା ହେବା ପ୍ରଧାନ ପାଲ — (nautical) Main sail
  • ଦେ. ବି. (ସଂ. ଗବୀ; ଗାବୀ) — [ଦ୍ର—ଆଗ ପାଖ ପାଲ=ତିର୍କଟ; ମଝି ପାଲ=ବଡ଼; ପିଛଲା ପାଲ=କଲମୀ; ଗାଭୀ ପାଲର ଉପର ପାଲକୁ ସାବର୍; ତା ଉପର ପାଲକୁ ତାବର୍; ତା ଉପର ପାଲକୁ ସବାଇ ପାଲ କହନ୍ତି। ହି. ଶବ୍ଦସାଗର।]