ଗହଳ Gahaḻa

  • ଦେ. ବି (ସଂ. ଗହନ) — ଗୋଳମାଳ; ବହୁ ଜନ ସମାଗମ— ଜନିତ ଗଣ୍ଡଗୋଳ — Uproar or noise due to a crowd; turmoil
  • ଦେ. ବି (ସଂ. ଗହନ) — ଚଣ୍ଡିକା ଦେଉଳେ ଲାଗିଛି ଗହଳ— ରାଧାନାଥ, ନନ୍ଦିକେଶ୍ୱରୀ।
  • ଦେ. ବି (ସଂ. ଗହନ) — ବହୁଜନସମାଗମ; ଭିଡ଼; ଜନତା — Crowd
  • ଦେ. ବି (ସଂ. ଗହନ) — ପ୍ରାଚୁର୍ଯ୍ୟ; ବହୁଳତା — Density; excess
  • ଦେ. ବି (ସଂ. ଗହନ) — ଗୁଳ୍ମ ଗହଳେ ପଥ ଗଲାଟି ହରି—ରାଧାନାଥ, ତୁଳସୀ ସ୍ତବକ।
  • ଦେ. ବି (ସଂ. ଗହନ) — ସମଭିବ୍ଯାହାର; ସଙ୍ଗ — Company
  • ଦେ. ବି (ସଂ. ଗହନ) — ସଖିବୃନ୍ଦଙ୍କ ଗହଳେ—ନନ୍ଦକିଶୋର, ନିର୍ଝରିଣୀ।
  • ଦେ. ବିଣ (ସଂ. ଗହନ) — ଘନ; ନିବିଡ଼; ଘଞ୍ଚ — Dense; thickly set
  • ଦେ. ବିଣ (ସଂ. ଗହନ) — ଅଳକତ ଦ୍ରବ ନୟନେ ବୋଳି, ରସାଳ ଗହଳ ଶାଖାରେ ଖେଳି। କବିସୂର୍ଯ୍ୟ, କବିତା।
  • ଗ୍ରାମ୍ୟ. ବିଣ — ଦୁର୍ବୋଧ୍ୟ — Difflcult to understand
  • ଗ୍ରାମ୍ୟ. ବିଣ — ଅତି ଗହଳ କଥା ଏହି, ତୋ ଆଗେ କହିଦେବା ଫେଇ।
  • ଗ୍ରାମ୍ୟ. ବିଣ — ଗୂଢ଼ — Mysterious