ଗହନ Gahan
- ସଂ. ବି. (ଗହ୍ ଧାତୁ=ନିବିଡ଼ ହେବା+କର୍ତ୍ତୃ. ଅନ) — ବନ; ଜଙ୍ଗଲ — Jungle; forest; wood; thicket
- ସଂ. ବି. (ଗହ୍ ଧାତୁ=ନିବିଡ଼ ହେବା+କର୍ତ୍ତୃ. ଅନ) — ଗହନ କି ଗୃହ ହୋଇଲା ସନ୍ଦେହ। କବିସୂର୍ଯ୍ୟ, କିଶୋରୀଚମ୍ପୂ।
- ସଂ. ବି. (ଗହ୍ ଧାତୁ=ନିବିଡ଼ ହେବା+କର୍ତ୍ତୃ. ଅନ) — (+ଅଧିକରଣେ. ଅନ)—ଯାତନା; ଦୁଃଖ — Pain
- ସଂ. ବି. (ଗହ୍ ଧାତୁ=ନିବିଡ଼ ହେବା+କର୍ତ୍ତୃ. ଅନ) — ଗଭୀରତା — Depth
- ସଂ. ବି. (ଗହ୍ ଧାତୁ=ନିବିଡ଼ ହେବା+କର୍ତ୍ତୃ. ଅନ) — ଗହର — Cave
- ସଂ. ବି. (ଗହ୍ ଧାତୁ=ନିବିଡ଼ ହେବା+କର୍ତ୍ତୃ. ଅନ) — ଗଭୀର ଗର୍ତ୍ତ — Abyss; deep hole
- ସଂ. ବି. (ଗହ୍ ଧାତୁ=ନିବିଡ଼ ହେବା+କର୍ତ୍ତୃ. ଅନ) — ପରମେଶ୍ୱର — God
- ସଂ. ବିଣ. (ଗହ୍ ଧାତୁ+ କର୍ମ. ଅନ) — ଦୁର୍ଗମ — Inaccessible
- ସଂ. ବିଣ. (ଗହ୍ ଧାତୁ+ କର୍ମ. ଅନ) — ଦୁଷ୍ପ୍ରବେଶ୍ୟ — Impervious; impenetrable
- ସଂ. ବିଣ. (ଗହ୍ ଧାତୁ+ କର୍ମ. ଅନ) — ଦୁରୂହ; ଦୁର୍ବୋଧ୍ୟ — Difficult to understand
- ସଂ. ବିଣ. (ଗହ୍ ଧାତୁ+ କର୍ମ. ଅନ) — ତୁମ୍ଭେ ଯାହା ପଚାରୁଛ ମତେ ସେ ଗହନ। କୃଷ୍ଣସିଂହ, ମହାଭାରତ, ସଭା।
- ସଂ. ବିଣ. (ଗହ୍ ଧାତୁ+ କର୍ମ. ଅନ) — ଘନ; ନିବିଡ଼ — Dense; thick