ଗଳ୍ତି Galti

  • ବୈଦେ. ବି (ଆ. ଗଲ୍ତି=ଭ୍ରମ; ଭୁଲ୍) — ଗୁପ୍ତ ଛିଦ୍ର; ଯାହା ଥିବା ଯୋଗୁଁ କୌଣସି ପାତ୍ରସ୍ଥ ତରଳ ପଦାର୍ଥ ଅଜ୍ଞାତ ଭାବରେ ବହିଯାଏ — Secret leak or fracture in a vessel
  • ବୈଦେ. ବି (ଆ. ଗଲ୍ତି=ଭ୍ରମ; ଭୁଲ୍) — ଭ୍ରାନ୍ତି; ଭୁଲ — Mistake
  • ବୈଦେ. ବି (ଆ. ଗଲ୍ତି=ଭ୍ରମ; ଭୁଲ୍) — ଦୋଷ — Fault
  • ବୈଦେ. ବି (ଆ. ଗଲ୍ତି=ଭ୍ରମ; ଭୁଲ୍) — ଗୁପ୍ତ ଦୋଷ — Secret or hidden flaw
  • ବୈଦେ. ବି (ଆ. ଗଲ୍ତି=ଭ୍ରମ; ଭୁଲ୍) — ତ୍ରୁଟି — Shortcoming; defect
  • ବୈଦେ. ବି (ଆ. ଗଲ୍ତି=ଭ୍ରମ; ଭୁଲ୍) — କାର୍ଯ୍ୟରେ ଅବହେଳା — Negligence
  • ବୈଦେ. ବି (ଆ. ଗଲ୍ତି=ଭ୍ରମ; ଭୁଲ୍) — ମିଥ୍ୟା — Lie
  • ଦେ. ବିଣ — ଦୋଷପୂର୍ଣ୍ଣ — Full of flaw
  • ଦେ. ବିଣ — ତ୍ରୁଟିପୂର୍ଣ୍ଣ — Defective