ଗଳି Gaḻi

  • ଦେ. ବି.—(ସଂ. ଗଳ; ଗଳାପରି ସରୁ ଥିବାରୁ?) — ଦୁଇପାଖେ ଘର ବା ବାଡ଼ଥିବା କନ୍ଦି; ସରୁ ବା ଅଣଓସାରିଆ ବାଟ — Narrow lane; alley
  • ଦେ. ବି.—(ସଂ. ଗଳ; ଗଳାପରି ସରୁ ଥିବାରୁ?) — କନ୍ଦି କନ୍ଦି ହୋଇଣ ପଡ଼ିଛି ଦାଣ୍ଡ ଗଳି। ପ୍ରାଚୀ, ବ୍ରହ୍ମନିରୂପଣଗୀତା।