ଗଳାଧରା Gaḻādharā
- ଦେ. ବି — ସରଦି ବା ଶ୍ଳେଷ୍ମା ଯୋଗୁଁ ଗଳାର ସ୍ୱର ବନ୍ଦ ହେବା — Stringency in the throat; hoarseness; loss of voice due to cough and phlegm in the larynx
- ଦେ. ବି — ସରଦି ଯୋଗୁଁ ତଣ୍ଟିର ବାହାରେ ଓ ଭିତରେ ଦରଜ ହେବା ଓ ଫୁଲିବା ରୋଗ — Swelling and affection of the larynx and throat (a disease)