ଗଳନୀୟ Gaḻanīya

  • ସଂ. ବିଣ. (ଗଳ୍ ଧାତୁ+ଅନୀୟ) — ଦ୍ରବଣୀୟ; ତରଳିବାର ଯୋଗ୍ୟ — Fusible
  • ସଂ. ବିଣ. (ଗଳ୍ ଧାତୁ+ଅନୀୟ) — ଗୋଳି ହୋଇଯିବା ଯୋଗ୍ୟ — Soluble