ଗଲଗଲିଆ Galagaliā

  • ଦେ. ବିଣ — ଯେଉଁ ପଦାର୍ଥ (ସାରୁ, ଓଲୁଅ) ଦେହରେ ଲଗାଇଲେ ଦେହ ଗଲୁ କରେ ବା ଖାଇଲେ ତଣ୍ଟି ଗଲୁ କରେ — (things) Which produce irritation when applied to the dody or eaten
  • ପ୍ରାଦେ. (ବସ୍ତର) ବି—(ତୁଳ. ହି. ଗଲ୍ଗଲ୍=ଟଭା) — ଟଭା—ଲେମ୍ବୁ — Big lemon