ଗର୍ Gar
- ଗୈଦେ. ଅ. (ଆ. ଗୈର୍; ଏହି ପଦ ଅନ୍ଯ ଶବ୍ଦ ପୂର୍ବେ ଲାଗିଲେ ନିମ୍ନଲିଖିତ ଅର୍ଥମାନ ବୁଝାଏ) — ଅଭାବ ଯଥା, ଗର୍କବୁଲ୍ — Want of
- ଗୈଦେ. ଅ. (ଆ. ଗୈର୍; ଏହି ପଦ ଅନ୍ଯ ଶବ୍ଦ ପୂର୍ବେ ଲାଗିଲେ ନିମ୍ନଲିଖିତ ଅର୍ଥମାନ ବୁଝାଏ) — ଅନ୍ଯ (ଯଥା, ଗର୍ଜିଲ୍ଲା) — Another
- ଗୈଦେ. ଅ. (ଆ. ଗୈର୍; ଏହି ପଦ ଅନ୍ଯ ଶବ୍ଦ ପୂର୍ବେ ଲାଗିଲେ ନିମ୍ନଲିଖିତ ଅର୍ଥମାନ ବୁଝାଏ) — ବିନା; ବ୍ୟତୀତ (ଯଥା, ଗର୍ଇତଲା) — Without
- ଗୈଦେ. ଅ. (ଆ. ଗୈର୍; ଏହି ପଦ ଅନ୍ଯ ଶବ୍ଦ ପୂର୍ବେ ଲାଗିଲେ ନିମ୍ନଲିଖିତ ଅର୍ଥମାନ ବୁଝାଏ) — ବିପରୀତ (ଯଥା, ଗର୍ଉଆଜୀବ୍) — Opposite of
- ଗୈଦେ. ଅ. (ଆ. ଗୈର୍; ଏହି ପଦ ଅନ୍ଯ ଶବ୍ଦ ପୂର୍ବେ ଲାଗିଲେ ନିମ୍ନଲିଖିତ ଅର୍ଥମାନ ବୁଝାଏ) — ନ; ନାଁ (ଯଥା, ଗର୍ହାଜିର୍) — Not
- ଗୈଦେ. ଅ. (ଆ. ଗୈର୍; ଏହି ପଦ ଅନ୍ଯ ଶବ୍ଦ ପୂର୍ବେ ଲାଗିଲେ ନିମ୍ନଲିଖିତ ଅର୍ଥମାନ ବୁଝାଏ) — ହୀନ (ଯଥା, ଗର୍ଇନ୍ଶାପ୍) — Devoid of
- ଗୈଦେ. ଅ. (ଆ. ଗୈର୍; ଏହି ପଦ ଅନ୍ଯ ଶବ୍ଦ ପୂର୍ବେ ଲାଗିଲେ ନିମ୍ନଲିଖିତ ଅର୍ଥମାନ ବୁଝାଏ) — ଆପଣାର ପରିବାର, ସମାଜ ବା ଦଳର ବହିର୍ଭୂତ — Outside one's family society or circle