ଗର୍ହିତ Garhita
- ସଂ. ବିଣ. (ଗର୍ହ ଧାତୁ+କର୍ମ. ତ) — ନିନ୍ଦିତ — Blamed; censured
- ସଂ. ବିଣ. (ଗର୍ହ ଧାତୁ+କର୍ମ. ତ) — ମନ୍ଦ — Bad; wrong
- ସଂ. ବିଣ. (ଗର୍ହ ଧାତୁ+କର୍ମ. ତ) — କୁତ୍ସିତ — Reprehensive; vile
- ଗ୍ରା. (ଇତର) ବି — ଗରହିତ; ଅହିତ; ଅମଙ୍ଗଳ; ଅପକାର — Harm
- ଗ୍ରା. (ଇତର) ବିଣ — ଅନିଷ୍ଟଜନକ — Injurious