ଗର୍ଭ Garva

  • ସଂ. ବି. (ଗୃ ଧାତୁ=ଗ୍ରାସ କରିବା+କର୍ମ. ଭ) — ଗର୍ଭାଶୟସ୍ଥ ଶୁକ୍ରଶୋଣିତମୟ ପିଣ୍ଡ; ଭ୍ରୂଣ — Foetus; an embryo
  • ସଂ. ବି. (ଗୃ ଧାତୁ=ଗ୍ରାସ କରିବା+କର୍ମ. ଭ) — (+ ଅଧି. ଭ) ଜରାୟୁ — Womb
  • ସଂ. ବି. (ଗୃ ଧାତୁ=ଗ୍ରାସ କରିବା+କର୍ମ. ଭ) — ଗର୍ଭଧାରଣ — Pregnancy; conception
  • ସଂ. ବି. (ଗୃ ଧାତୁ=ଗ୍ରାସ କରିବା+କର୍ମ. ଭ) — ଗର୍ଭସ୍ଥ ଶିଶୁ — The child in the womb
  • ସଂ. ବି. (ଗୃ ଧାତୁ=ଗ୍ରାସ କରିବା+କର୍ମ. ଭ) — ଗର୍ଭଧାରଣ କାଳ — Time of conception; period of pregnancy
  • ସଂ. ବି. (ଗୃ ଧାତୁ=ଗ୍ରାସ କରିବା+କର୍ମ. ଭ) — ଶିଶୁ — Child
  • ସଂ. ବି. (ଗୃ ଧାତୁ=ଗ୍ରାସ କରିବା+କର୍ମ. ଭ) — ପକାଇ ଗର୍ଭ ଗଲେ ଇନ୍ଦ୍ରଙ୍କର ପୁରେ—କୃଷ୍ଣସିଂହ, ମହାଭାରତ, ଆଦି।
  • ସଂ. ବି. (ଗୃ ଧାତୁ=ଗ୍ରାସ କରିବା+କର୍ମ. ଭ) — ଉଦରସ୍ଥ ଅଗ୍ନି; ଜଠରାଗ୍ନି — The disestive fire or energy in the system
  • ସଂ. ବି. (ଗୃ ଧାତୁ=ଗ୍ରାସ କରିବା+କର୍ମ. ଭ) — କୁକ୍ଷି; ଉଦର, ପେଟ — Belly; abdomen
  • ସଂ. ବି. (ଗୃ ଧାତୁ=ଗ୍ରାସ କରିବା+କର୍ମ. ଭ) — କୌଣସି ବସ୍ତୁର ଅଭ୍ୟନ୍ତର; ମଧ୍ୟସ୍ଥଳ — Interior; a recess inside of any thing
  • ସଂ. ବି. (ଗୃ ଧାତୁ=ଗ୍ରାସ କରିବା+କର୍ମ. ଭ) — ନଦୀର ତଳ; ନଦୀର ଯେଉଁ ଅଂଶରେ ସାଧାରଣତଃ ବର୍ଷାଦିନେ ପାଣି ଥାଏ (ବିଶେଷତଃ ଭାଦ୍ରମାସ କୃଷ୍ଣ— ଚତୁର୍ଦ୍ଦଶୀ ଦିନ ନଦୀର ଯେଉଁ ଅଂଶ ଜଳରେ ପୂର୍ଣ୍ଣ ଥାଏ) — The bed of a river (especially the part which is filled with water on the 14th day of the dark fortnight of the month of Bhādraba.)
  • ସଂ. ବି. (ଗୃ ଧାତୁ=ଗ୍ରାସ କରିବା+କର୍ମ. ଭ) — ଗମ୍ଭୀରି ଘର; ଭିତର ଘର — Inner apartment; an inner room