ଗରହିତ Garahita
- ଗ୍ରା. (ପଦ୍ଯ) ବିଣ.—(ସଂ. ଗର୍ହିତ; ତୁଳ ଆ. ଗୈର୍+ ସଂ. ହିତ) — ଗର୍ହିତ — Not beneficial
- ଗ୍ରା. (ପଦ୍ଯ) ବିଣ.—(ସଂ. ଗର୍ହିତ; ତୁଳ ଆ. ଗୈର୍+ ସଂ. ହିତ) — ଅନିଷ୍ଟକର — Injurious
- ଗ୍ରା. (ପଦ୍ଯ) ବିଣ.—(ସଂ. ଗର୍ହିତ; ତୁଳ ଆ. ଗୈର୍+ ସଂ. ହିତ) — ମିଥ୍ୟା ଯେ ଗରହିତ କର୍ମ ଯେବେ ପଡ଼େ। କୃଷ୍ଣସିଂହ, ମହାଭାରତ, ବନ।
- ଦେ. ବି. — ଅହିତ; ଅମଙ୍ଗଳ; ଅପକାର — Evil; injury