ଗରଳ Garaḻa
- ସଂ. ବି. (ଗର=ବିଷ+ସ୍ୱାର୍ଥେ ଳ; ଗୃ ଧାତୁ+ଅଳ) — ବିଷ — Poison
- ସଂ. ବି. (ଗର=ବିଷ+ସ୍ୱାର୍ଥେ ଳ; ଗୃ ଧାତୁ+ଅଳ) — ସର୍ପବିଷ — Venom; poison from the fangs of a serpent
- ସଂ. ବି. (ଗର=ବିଷ+ସ୍ୱାର୍ଥେ ଳ; ଗୃ ଧାତୁ+ଅଳ) — ଗରଳ ତୁଲେ ତାହା ପିଇଲୁ ରେ। କବିସୂର୍ଯ୍ୟ, କିଶୋରଚମ୍ପୂ, ଗ ଗୀତ।
- ସଂ. ବି. (ଗର=ବିଷ+ସ୍ୱାର୍ଥେ ଳ; ଗୃ ଧାତୁ+ଅଳ) — ଘାସ ବିଡ଼ା — A sheaf of grass; a bundle of grass
- ସଂ. ବି. (ଗର=ବିଷ+ସ୍ୱାର୍ଥେ ଳ; ଗୃ ଧାତୁ+ଅଳ) — ପରିମାଣବିଶେଷ — A standard of measure
- ଦେ. ବି. — ସୁପ୍ତବ୍ଯକ୍ତିର ପାଟିରୁ ବହିବା ନାଳ — Saliva running down from the mouth of a sleeping person