ଗରମ୍ Garam
- ବୈଦେ. ବି. (ଫା ଗର୍ମ୍=ଉତ୍ତପ୍ତ, ଉଷ୍ଣ; ତୁଳ ସଂ. ଗ୍ରୀଷ୍ମ, ଘର୍ମା — ଉଷ୍ଣତା; ଗ୍ରୀଷ୍ମ; ତାପ; ତାତି — Heat; warmth
- ବୈଦେ. ବି. (ଫା ଗର୍ମ୍=ଉତ୍ତପ୍ତ, ଉଷ୍ଣ; ତୁଳ ସଂ. ଗ୍ରୀଷ୍ମ, ଘର୍ମା — କ୍ରୋଧ; ରାଗ — Anger; rage
- ବୈଦେ. ବି. (ଫା ଗର୍ମ୍=ଉତ୍ତପ୍ତ, ଉଷ୍ଣ; ତୁଳ ସଂ. ଗ୍ରୀଷ୍ମ, ଘର୍ମା — ଔଦ୍ଧତ୍ୟ; ଗର୍ବ — Pride; arrogance
- ବୈଦେ. ବି. (ଫା ଗର୍ମ୍=ଉତ୍ତପ୍ତ, ଉଷ୍ଣ; ତୁଳ ସଂ. ଗ୍ରୀଷ୍ମ, ଘର୍ମା — ଅଜୀର୍ଣ୍ଣ — Indigestion
- ବୈଦେ. ବି. (ଫା ଗର୍ମ୍=ଉତ୍ତପ୍ତ, ଉଷ୍ଣ; ତୁଳ ସଂ. ଗ୍ରୀଷ୍ମ, ଘର୍ମା — ଦେହର ଆଭ୍ୟନ୍ତରିକ ତାପ — Internal heat of the system
- ବୈଦେ. ବିଣ. (ଫା. ଗର୍ମ୍) — ଉତ୍ତପ୍ତ; ତାତିଲା; ଉଷ୍ଣ — Hot
- ବୈଦେ. ବିଣ. (ଫା. ଗର୍ମ୍) — ଉଦ୍ଧତ; ଗର୍ବିତ — Proud; arrogant
- ବୈଦେ. ବିଣ. (ଫା. ଗର୍ମ୍) — ଉଗ୍ର; ରାଗୀ; କ୍ରୁଦ୍ଧ (ପ୍ରକୃତି) — Angry; hot-headed; irritable
- ବୈଦେ. ବିଣ. (ଫା. ଗର୍ମ୍) — ମହର୍ଗ (ପଣ୍ୟ ଦ୍ରବ୍ୟ) — Dear (commodity)
- ବୈଦେ. ବିଣ. (ଫା. ଗର୍ମ୍) — ଗ୍ରୀଷ୍ମଯୁକ୍ତ (ସମୟ) — Pertaining to summer
- ବୈଦେ. ବିଣ. (ଫା. ଗର୍ମ୍) — କଡ଼ା; କ୍ରୋଧୋକ୍ତ (କଥା) — Due to anger
- ବୈଦେ. ବିଣ. (ଫା. ଗର୍ମ୍) — ଉଷ୍ଣତାଦାୟକ (ଲୁଗା) — Warm; which makes one warm