ଗରମି Garami

  • ବୈଦେ. ବି. (ଫା. ଗର୍ମୀ; ତୁଳ ସଂ. ଘର୍ମ) — ଉଷ୍ଣତା; ତାପ — Heat; warmth
  • ବୈଦେ. ବି. (ଫା. ଗର୍ମୀ; ତୁଳ ସଂ. ଘର୍ମ) — ଗ୍ରୀଷ୍ମକାଳ — Summer
  • ବୈଦେ. ବି. (ଫା. ଗର୍ମୀ; ତୁଳ ସଂ. ଘର୍ମ) — ଜ୍ୱରଯୋଗୁଁ ଶରୀରର ତାପ — High temperature of body (in fever)
  • ବୈଦେ. ବି. (ଫା. ଗର୍ମୀ; ତୁଳ ସଂ. ଘର୍ମ) — ଗର୍ବ; ଔଦ୍ଧତ୍ୟ — Pride; arrogance
  • ବୈଦେ. ବି. (ଫା. ଗର୍ମୀ; ତୁଳ ସଂ. ଘର୍ମ) — ଗରିମି ବେମାରି (ଦେଖ) — Garimi bemāri (See)
  • ବୈଦେ. ବିଣ — ଉଷ୍ଣ — Warm
  • ବୈଦେ. ବିଣ — ତାପ ଉତ୍ପାଦକ — Producing heat
  • ବୈଦେ. ବିଣ — ଗ୍ରୀଷ୍ମଋତୁଜନ୍ୟ — Due to summer
  • ବୈଦେ. ବିଣ — ଗ୍ରୀଷ୍ମ ସମ୍ବନ୍ଧୀୟ — Pertaining to the summer season