ଗରଧର Garadhara

  • ସଂ. ବିଣ ପୁଂ. (ଗର=ବିଷ+ଧୃ ଧାତୁ+କର୍ତ୍ତ; ଅ)= ବିଷଧର — ବିଷଧର — Poisonous
  • ସଂ. ବି — ବିଷାକ୍ତ ସର୍ପ — A poisonous snake
  • ସଂ. ବି — ଗର ଭକ୍ଷିଲା ମଣେ ଦେଖି ଟଗର ଗରଧର ଏକାଳେ ହେଲେ ନାଗର—ଗୋଲୋକ, ଇନ୍ଦୁରେଖା।