ଗରଘ୍ନ Garaghna

  • ସଂ. ବି.—(ଗର+ହନ୍ ଧାତୁ+କର୍ତ୍ତୃ. କ୍ୱିପ୍) — ବିଷନାଶକାରୀ — Destroying poison
  • ସଂ. ବି.—(ଗର+ହନ୍ ଧାତୁ+କର୍ତ୍ତୃ. କ୍ୱିପ୍) — ରୋଗନାଶକାରୀ — Curing disease
  • ସଂ. ବି.—(ଗର+ହନ୍ ଧାତୁ+କର୍ତ୍ତୃ. କ୍ୱିପ୍) — ସ୍ଥାସ୍ଥ୍ୟପ୍ରଦ — Health-giving; healthy