ଗମ୍ୟା Gamyā
- ସଂ. ବିଣ. ସ୍ତ୍ରୀ.—(ଗମ୍ୟ+ଆ) — ଉପଭୋଗ ବା ସହବାସ ନିମନ୍ତେ ଉପଯୁକ୍ତା (ସ୍ତ୍ରୀ) — (Woman) fit to be cohabited with or enjoyed; enjoyable
- ଦେ. ବି. — ସହବାସ ନିମନ୍ତେ ଉପଯୁକ୍ତା ସ୍ତ୍ରୀ — A woman fit to be cohabited with or enjoyed
- ଦେ. ବି. — ଗମ୍ୟା ପାଶେ ଗଲେ ନ ଯିବି ବୋଲି କରି। କୃଷ୍ଣସିଂହ, ମହାଭାରତ, ଆଦି।