ଗମ୍ଭିରି Gambhiri

  • ଦେ. ବି (ସଂ. ଗଭୀର ବା ଗର୍ଭାଗାର) — ଗୁପ୍ତ ଓ ଅନ୍ଧକାରମୟ ଗୃହ ବା ଦେବାଳୟ — A dark windowless house or temple
  • ଦେ. ବି (ସଂ. ଗଭୀର ବା ଗର୍ଭାଗାର) — ଅନ୍ଧକାରମୟ କୋଟର ବା ଗୁମ୍ଫା ବା ଗର୍ତ୍ତ — A dark cave or pit
  • ଦେ. ବି (ସଂ. ଗଭୀର ବା ଗର୍ଭାଗାର) — ଜଳାକବାଟି ନ ଥିବା ଘର — Dungeon
  • ଦେ. ବି (ସଂ. ଗଭୀର ବା ଗର୍ଭାଗାର) — ଶିକାରେ ଅଛି ମୋର ସର ଗମ୍ଭିରି ବଡ଼ଇ ଅନ୍ଧାର—ଜଗନ୍ନାଥ, ଭାଗବତ।
  • ଦେ. ବି (ସଂ. ଗଭୀର ବା ଗର୍ଭାଗାର) — ଦେଉଳରେ ଶିବଲିଙ୍ଗ ବା ଦେବବିଗ୍ରହ ଥିବା ନିମ୍ନ ଓ ଅନ୍ଧକାରମୟ ସ୍ଥାନ; ମନ୍ଦିରର ଅଭ୍ୟନ୍ତର — A pit inside a temple where the idol is set
  • ପ୍ରାଦେ. (ସମ୍ବଲପୁର) ବି — ଢବା ବା ଆଟୁ ଘର — Mud-roofed thatch house